ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଶ୍ୟାମ ଗୌର ସୁଂଦର ଦୋଉ ଜୋରୀ।
ନିରଖହିଂ ଛବି ଜନନୀଂ ତନ ତୋରୀ ॥
ଚାରିଉ ସୀଲ ରୂପ ଗୁନ ଧାମା ।
ତଦପି ଅଧିକ ସୁଖସାଗର ରାମା ॥

ଭାବାର୍ଥ :- ଜଣେ ଶ୍ୟାମଳ ରଙ୍ଗର ଶରୀର ଆଉ ଜଣେ ଗୋରା ଶରୀର ଥିବା ଦୁଇ ସୁନ୍ଦର ଜୋଡା ପୁଅଙ୍କର ଶୋଭାକୁ ଦେଖି ମା ମାନେ ପିଲାଙ୍କ ଉପରେ ଇର୍ଷା ଦୃଷ୍ଟି ନପଡିବା ପାଇଁ ଘାଷ ଛିଣ୍ଡାଇ ଫୋପାଡି ଦିଅନ୍ତି । ଚାରି ପୁଅ ଶ୍ରେଷ୍ଠ ଚରିତ୍ର ସହିତ ସୁନ୍ଦର ରୂପ ଓ ଗୁଣର ଭଣ୍ଡାର ହେଇଥିଲେ ମଧ୍ୟ ଶ୍ରୀରାମଚନ୍ଦ୍ର ସମସ୍ତଙ୍କ ଠାରୁ ଅଧିକ ।

Comments are closed.