ପଦ୍ମପୁର ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ଉତ୍ସାହିତ

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁରର ତିନିଟି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବେ ନବୀନ । ପଦ୍ମପୁର ଯିବା ପୂର୍ବରୁ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ପଦ୍ମପୁରବାସୀଙ୍କୁ ଭେଟିବା ନେଇ ସେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପଦ୍ମପୁରକୁ ବିକାଶର ନୂଆ ଉଦାହରଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ।

Comments are closed.