ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଛୁଧା ଛୀନ ବଳହୀନ ସୁର ସହଜେହିଂ ମିଲିହହିଂ ଆଇ ।
ତବ ମାରିହଉଁ କି ଛାଡିହଉଁ ଭଲୀ ଭାଁତି ଅପନାଇ ॥

ଭାବାର୍ଥ:- ଏପରି ବିଘ୍ନ ତିଆରି କରିବା ଦ୍ବାରା ସେମାନେ ଭୋକରେ କ୍ରମଶଃ ଦୁର୍ବଳ ଆଉ ବଳହୀନ ହୋଇ ସହଜରେ ଆସି ଆମନିକଟରେ ଆତ୍ମ ସମର୍ପଣ କରିବେ । ସେତେବେଳେ ମୁଁ ସେମାନଙ୍କୁ ସହଜରେ ମାରିଦେବି, କିମ୍ବା ଭଲରୂପେ ନିଜର ଅଧିନସ୍ଥ କରି ସବୁଦିନ ପାଇଁ ପରାଧିନ କରି ଛାଡିଦେବି ।