ଆଜି ରାଜ୍ୟ କ୍ୟାବିନେଟ ବୈଠକ 

ଭୁବନେଶ୍ୱର – ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ । ଆଜି ଦିନ ୧୧ଟା ୧୫ ମିନିଟରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବିଭିନ୍ନ ବିଭାଗର ୧୩ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି।

Comments are closed.