ଗୀତା ମାହାତ୍ମ୍ୟ: ଆୟୁଃସତ୍ତ୍ଵବଲାରୋଗ୍ୟସୁଖପ୍ରୀତିଵିଵର୍ଧନାଃ |ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ଵିକପ୍ରିୟାଃ !! | News Room Odisha

ଗୀତା ମାହାତ୍ମ୍ୟ: ଆୟୁଃସତ୍ତ୍ଵବଲାରୋଗ୍ୟସୁଖପ୍ରୀତିଵିଵର୍ଧନାଃ |ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ଵିକପ୍ରିୟାଃ !!

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ ରେ କହୁଛନ୍ତି : –

ଆୟୁଃସତ୍ତ୍ଵବଲାରୋଗ୍ୟସୁଖପ୍ରୀତିଵିଵର୍ଧନାଃ |ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ଵିକପ୍ରିୟାଃ !!

ଅର୍ଥାତ :- ଯେଉଁସବୁ ଖାଦ୍ୟ ଆୟୁଷ ଶୁଦ୍ଧତା ଶକ୍ତି ସ୍ୱାସ୍ଥ୍ୟ ଆନନ୍ଦ ସୁଖ ଓ କ୍ଷୁଧା ବର୍ଦ୍ଧନ କରେ, ଯାହା ମଧୁର କୋମଳ ସ୍ନେହସାରପୂର୍ଣ୍ଣ ରୁଚିକର ତାହା ସାତ୍ତ୍ୱିକ ବ୍ୟକ୍ତିଙ୍କର ପ୍ରୀୟ ଖାଦ୍ୟ ।

( ଗୀତା ୧୭ଶ ଅଧ୍ୟାୟ।୮ମ ଶ୍ଲୋକ )