ଭୁବନେଶ୍ୱର – ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଏକମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଳାନ୍ତ । ଲିଭର ଜନିତ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ।
Recover your password.
A password will be e-mailed to you.
Comments are closed.