ରାଜ୍ୟର ଚାରିଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ – ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ସମ୍ମାନ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ଚାରିଜଣଙ୍କୁ ମିଳିବ ପଦ୍ମଶ୍ରୀ ମିଳିବ । କଳାକ୍ଷେତ୍ରରେ ମାଗୁଣି ଚରଣ କୁଅଁର, ଶିକ୍ଷା ଓ ସାହିତ୍ୟ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, କଳା ପାଇଁ କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପତାୟତ ସାହୁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।

Comments are closed.