ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏକ ବାର ଜନନୀଂ ଅହ୍ନବାଏ ।
କରି ସିଂଗାର ପଲନାଁ ପୌଢାଏ ॥
ନିଜ କୂଲ ଇଷ୍ଟଦେବ ଭଗବାନା ।
ପୂଜା ହେତୁ କୀହ୍ନ ଅସ୍ନାନା ॥

ଭାବାର୍ଥ :- ଥରେ ମାତା କୌଶଲ୍ୟା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଗାଧୋଇଦେଇ ସବୁ ପ୍ରକାର ସଜାଇ ଦେଇ ଝୁଲଣା ଉପରେ ଲୋଟିଇ ଦେଲେ । ତା’ପରେ ପରିବାର ର ଇଷ୍ଟ ଦେବୀଙ୍କ ପୁଜା ପାଇଁଁ ନିଜେ ଗାଧୋଇଲେ ।

Comments are closed.