ବୌଦ୍ଧ ଏସପି ହେବେ ଆଇପିଏସ ରାଜ୍ ପ୍ରସାଦ

ବୌଦ୍ଧ 31/01 : ବୌଦ୍ଧ ଜିଲ୍ଲାରେ ଯୋଗଦେବା ପରେ ମାତ୍ର 6 ମାସରେ ବଦଳିଲେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଈ ମୀନା l ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି କରାଯାଇଛି । ସେହିପରି ରାୟଗଡ଼ା ଜିଲ୍ଲାରେ ଅତିରିକ୍ତ ଏସପି ଭାବରେ ଅବସ୍ଥାପିତ ଥିବା ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଇପିଏସ୍ ବଦଳି ବିଜ୍ଞପ୍ତି ଆଜି ସଂଧ୍ୟାରେ ପ୍ରକାଶ ପାଇଛି ।

Comments are closed.