ଗୀତା ମାହାତ୍ମ୍ୟ: ଦେଵଦ୍ଵିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜଵମ |ବ୍ରହ୍ମଚର୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ !!

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ରେ କହୁଛନ୍ତି : –

ଦେଵଦ୍ଵିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜଵମ |ବ୍ରହ୍ମଚର୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ !!

ଦେବତା ,ବ୍ରାହ୍ମଣ, ଗୁରୁ, ଓ ବିଜ୍ଞଜନ ମାନଙ୍କର ପୂଜା ଅର୍ଚ୍ଚନା, ଶୌଚ, ସରଳତା, ଅହିଂସା ଏବଂ ବ୍ରହ୍ମଚର୍ଯ୍ୟ ଏସବୁକୁ ଶାରୀରିକ ତପସ୍ୟା ବୋଲି କୁହାଯାଏ ।

( ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ଶ୍ଳୋକ -୧୪)

Comments are closed.