ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରିଷୟ ସଂଗ ରଘୁବଂସ ମନି କରି ଭୋଜନୁ ବିଶ୍ରାମୁ । ବୈଠେ ପ୍ରଭୁ ଭ୍ରାତା ସହିତ ଦିବସୁ ରହା ଭରି ଜାମୁ ॥

ଭାବାର୍ଥ :- ରଘୁକୁଳ ଶିରୋମଣି ପ୍ରଭୁ ଶ୍ରୀ ରାମଚନ୍ଦ୍ର ମୁନିରୁଷି ମାନଙ୍କ ସହିତ ଭୋଜନ ବିଶ୍ରାମ କରିସାରି ଭାଇ ଲକ୍ଷ୍ମଣଙ୍କ ସହିତ ବସିଲେ । ସେତେ ବେଳକୁ ଦିନ ଗଡିବାକୁ ଆଉ ଗୋଟିଏ ପ୍ରହର ସମୟ ବାକିଥାଏ ।

Comments are closed.