ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଭବନ ବେଦଧ୍ବନି ଅତି ମୃଦୁ ବାନୀ ।
ଜନୁ ଖଗ ମୁଖର ସମୟଁ ଜନୁ ସାନୀ ॥
କୌତୁକ ଦେଖି ପତଂଗ ଭୁଲାନା ।
ଏକ ମାସ ତେଇଁ ଜାତ ନ ଜାନା ॥

ଭାବାର୍ଥ :- ଅତି କୋମଳ ସ୍ବରରେ ରାଜଭବନରୁ ଯେଉଁ ବେଦଧ୍ବନି ଶୁଣାଯାଉଥିଲା ତାହା ସମୟାନୁକୁଳ ପକ୍ଷୀ ମାନଙ୍କ କାକଳୀ ପରି ଶୁଭୁଥିଲା । ଏ ସମସ୍ତ ଆନନ୍ଦମୟ ଶୋଭାକୁ ଦେଖି ସ୍ବୟଂ ସୂର୍ଯ୍ୟ ନାରାୟଣ ଯେପରି ନିଜର ରାସ୍ତା ଭୁଲିଗଲେ । ସେହି ସ୍ଥାନରେ ହିଁ ଏକ ମାସ ସମୟ ବିତିଗଲା ॥

Comments are closed.