ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଗୋପବନ୍ଧୁ ସଂଗ୍ରହାଳୟର ଉଦଘାଟନ | News Room Odisha

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଗୋପବନ୍ଧୁ ସଂଗ୍ରହାଳୟର ଉଦଘାଟନ

ସୁଆଣ୍ଡୋ – ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉତ୍କଳ ମଣିଙ୍କ ରୂପାନ୍ତରିତ ଜନ୍ମପୀଠ ଲୋକାର୍ପଣ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଗୋପବନ୍ଧୁ ସଂଗ୍ରହାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୫ କୋଟି ଟଙ୍କା ପ୍ରକଳ୍ପରେ ବଦଳିଛି ସୁଆଣ୍ଡୋର ରୂପରଙ୍ଗ ।