ମୁସଲିମ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରମଜାନ ମୁବାରକ

ଭୁବନେଶ୍ୱର – ମୁସଲିମ ସଂପ୍ରଦାୟର ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି । ରମଜାନ ଉପଲକ୍ଷେ ରାଜ୍ୟର ସବୁ ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପବିତ୍ର ମାସ ଆମ ଭାବନାକୁ ଶୁଦ୍ଧପୂତ କରିବା ସହ ସମସ୍ତଙ୍କ ପାଇଁ ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟ ଆଣୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.