ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କ ଆତ୍ମହତ୍ୟା ! ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: ଆତ୍ମହତ୍ୟା କରିଛନ୍ତି ଜଣେ ଆଲବମ ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲାଙ୍ଗୀର ସହର ସୁଦପଡ଼ାର ରୁଚିସ୍ମିତା ଗୁରୁ । ତାଙ୍କ ବାସଭବନରେ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.