ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବିଦୁଷହ୍ନ ପ୍ରଭୁ ବିରାଟମୟ ଦୀସା ।
ବହୁ ମୁଖ କର ପଗ ଲୋଚନ ସୀସା ॥
ଜନକ ଜାତି ଅବଲୋକହିଂ କୈସେଂ ।
ସଜନ ସଗେ ପ୍ରିୟ ଲାଗହିଂ ଜୈସେଂ ॥

ଭାବାର୍ଥ :- ପ୍ରଜ୍ଞାବାନ ବିଦ୍ବାନ ଲୋକଙ୍କୁ ପ୍ରଭୁ ବିରାଟ ରୂପରେ ଦେଖାଦେଲେ, ଯେଉଁ ରୂପରେ ଅନେକ ମୁଁହ, ଅନେକ ହାତ, ପାଦ, ଆଖି ଆଉ ଅନେକ ମୁଣ୍ଡ ଥିଲା । ମହାରାଜା ଜନକଙ୍କ ପରିବାରର ସମନ୍ଧି ଲୋକେ ପ୍ରଭୁଙ୍କୁ କେଉଁ ରୂପରେ ଦେଖୁଛନ୍ତି, ଯେପରି ସାଧୁ ସଜ୍ଜନ ଆଉ ନିଜର କୁଟୁମ୍ବ ସମନ୍ଧି ଲୋକେ ପ୍ରିୟ ଲାଗନ୍ତି ।

Comments are closed.