ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପୋଷଣ ପକ୍ଷ ପାଳନ

ବରଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଣି ପଞ୍ଚାୟତ ଭବନ ଠାରେ ସୁପୋଷଣ ପକ୍ଷ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚାରୁଲତା ରଥ,ମିଲେଟ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ୟୁନିସେଫ ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଅଂଶଗ୍ରହଣ କରି ମୁଁ ପୋଷଣ ନିମନ୍ତେ କିକି ଖାଦ୍ୟର ଆବଶ୍ୟକ ରହିଛି ସେ ସଂପର୍କିତ ଖାଦ୍ୟ ପ୍ରଦର୍ଶିତ କରିଥିଲେ ।

Comments are closed.