ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଉର ମନି ମାଲ କଂବୁ କଲ ଗୀବା ।
କାମ କଲଭ କର ଭୁଜ ବଲସୀଂବା ॥
ସୁମନ ସମେତ ବାମ କର ଦୋନା ‌।
ସାବଁର କୁଅଁର ସଖୀ ସୁଠି ଲୋନା ॥

ଭାବାର୍ଥ :- ଛାତି ଉପରେ ମଣି ଗୁନ୍ଥା ହୋଇଥିବା ମାଳା ପିନ୍ଧିଥିଲେ । ସେମାନଙ୍କ ବେକ ଶଙ୍ଖ ପରି ବହୁତ ସୁନ୍ଦର ଦିଶୁଥାଏ । କାମ ଦେବଙ୍କ ହାତୀଛୁଆର ଶୁଣ୍ଢ ସଦୃଶ କୋମଳ ଆଉ ମଜଭୁତ ବାହୁ ଯାହା ବଳର ପ୍ରତିରୂପ ଥିଲା । ହେ ସଖି ! ସେହି ଶ୍ୟାମବର୍ଣ୍ଣର କୁମାର, ଯିଏ ବାମ ହାତରେ ପତ୍ର ଦନାରେ ଫୁଲ ଧରିଛନ୍ତି, ସବୁଠାରୁ ସୁନ୍ଦର ଅଟନ୍ତି ।

Comments are closed.