ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ବରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର – ଲଗାତର ଦ୍ଵିତୀୟ ଦିନ ଧରି ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆଜି ସାଢେ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସହରରେ ବି ପ୍ରବଳ ତାତି ଅନୁଭୂତ ହୋଇଛି।

ଦିନ ସାଢେ ୧୧ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା: 

ଭୁବନେଶ୍ୱର: ୩୯ ଡ଼ିଗ୍ରୀ
ସମ୍ବଲପୁର: ୩୮ ଡ଼ିଗ୍ରୀ
ଝାରସୁଗୁଡା: ୩୭.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୪ ଡ଼ିଗ୍ରୀ
ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
ହୀରାକୁଦ: ୩୬.୨ ଡ଼ିଗ୍ରୀ
କେନ୍ଦୁଝର: ୩୫.୪ ଡ଼ିଗ୍ରୀ
ଗୋପାଳପୁର: ୩୪ ଡ଼ିଗ୍ରୀ
ପୁରୀ: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ

Comments are closed.