ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଚାରୁ ଚିବୁକ ନାସିକା କପୋଲା ।
ହାସ ବିଲାସ ଲେତ ମନୁ ମୋଲା ॥
ମୁଖଛବି କହି ନ ଜାଇ ମୋହି ପାହୀଂ ।
ଜୋ ବିଲୋକି ବହୁ କାମ ଲଜାହୀଂ ॥

ଭାବାର୍ଥ :- ଓଠ, ନାକ ଆଉ ଗାଲ ବହୁତ ସୁନ୍ଦର ଆଉ ହସ ହସ ମୁହଁର ଶୋଭା ମନକୁ ମୋହିତ କରିଦେଉଥାଏ । ସେହି ହସ ହସ ମୁହଁର ସୌନ୍ଦର୍ଯ୍ୟ, ଯାହାକୁ ଅନେକ କାମଦେବ ଦେଖି ଲାଜେଇ ଯାଆନ୍ତି, ତା’ର ବର୍ଣ୍ଣନା ମୋ ଦ୍ବାରା ଶବ୍ଦରେ କହି ହେଉନାହିଁ ।

Comments are closed.