ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନହିଂ ତବ ଆଦି ମଧ୍ୟ ଅବସାନା ।
ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥
ଭବ ଭବ ବିଭବ ପରାଭବ କାରିନି ।
ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥

ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର ଉତ୍ପନ୍ନ, ପାଳନ ଆଉ ବିନାଶର ମୁଳ ଅଟନ୍ତି । ସମଗ୍ର ବିଶ୍ବକୁ ମୋହିତ କରିବା ଶକ୍ତି ଆପଣ ଅଟନ୍ତି ଆଉ ଆପଣ ନିଜେ ସମଗ୍ର ବିଶ୍ଵରେ ଭ୍ରମଣ କରିପାରନ୍ତି ।