କରମଣ୍ଡଳ ଦୁର୍ଘଟଣା: ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ୱର – କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସଂପର୍କରେ ସୂଚନା ପାଇଁ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।

ହାୱଡା ହେଲ୍ପଲାଇନ ନମ୍ୱର – ୦୩୩ -୨୬୩୮୨୨୧୭

ଖଡଗପୁର ହେଲ୍ପଲାଇନ ନମ୍ୱର – ୮୯୭୨୦୭୩୯୨୫, ୯୩୩୨୩୯୨୩୩୯

ବାଲେଶ୍ୱର ହେଲ୍ପଲାଇନ ନମ୍ୱର -୮୨୪୯୫୯୧୫୫୯, ୭୯୭୮୪୧୮୩୨୨

ସାଲିମାର ହେଲ୍ପଲାଇନ- ୯୯୦୩୩୭୦୭୪୬

Comments are closed.