ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଅନେକ ଟ୍ରେନ ଚଳାଚଳ ବାତିଲ | News Room Odisha

ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଅନେକ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ବର- ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ପରେ ଆସନ୍ତାକାଲି ପାଇଁ ଏକାଧିକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ହାୱଡା-ପୁରୀ ସୁପରଫାଷ୍ଟ, ହାୱଡା-ଏସଏମଭିବି ସୁପରଫାଷ୍ଟ, ହାୱଡା-ଚେନ୍ନାଇ ମେଲ, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର-ସମ୍ବଲପୁର, ସାନ୍ତ୍ରାଗାଛି-ପୁରୀ ସ୍ପେଶାଲ, ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ-ହାୱଡା, ପୁରୀ-ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସର ଚଳାଚଳ ବାତିଲ କରିଛି ଦକ୍ଷିଣ – ପୂର୍ବ ରେଳବାଇ।