ଗୀତା ଉପଦେଶ: ନିଷ୍କାମ ଓ ସକାମ ଭକ୍ତି ଦ୍ୱାରା ମୋତେ ଲାଭ କରାଯାଇ ପାରେ | News Room Odisha

ଗୀତା ଉପଦେଶ: ନିଷ୍କାମ ଓ ସକାମ ଭକ୍ତି ଦ୍ୱାରା ମୋତେ ଲାଭ କରାଯାଇ ପାରେ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗରେ କହୁଛନ୍ତି:-

ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା।
ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।।୨୪।।

ଅର୍ଥାତ କେହି ଧ୍ଯାନ ଯୋଗରେ, କେହି ସାଂଖ୍ଯଯୋରେ ଏବଂ ଅନ୍ଯମାନେ ନିଷ୍କାମ କର୍ମ ଯୋଗରେ ସେ ପରମାତ୍ମାଙ୍କୁ ଦର୍ଶନ କରନ୍ତି।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ଆତ୍ମାନୁଭୁତି ଲାଭ ଦିଗରେ ଅନୁସନ୍ଧିତ୍ସୁ ବଧଜୀବ ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଅଛି। ନିଷ୍କାମ ଓ ସକାମ।