ଏସୀୟ କ୍ରୀଡା : ସୁଟିଂରୁ ଆସିଲା ଭାରତର ପ୍ରଥମ ସ୍ୱର୍ଣ୍ଣ

ହାଙ୍ଗଝୁ – ଏସୀୟ କ୍ରୀଡାର ଆଜି ଦ୍ୱିତୀୟ ଦିନରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସୁଟିଂରୁ ଆସିଛି ଚଳିତ ଏସୀୟ କ୍ରୀଡାରେ ଭାରତର ପ୍ରଥମ ସ୍ୱର୍ଣ୍ଣ। ନୂଆ ବିଶ୍ୱ ରେକର୍ଡ ସହ ଭାରତର ୧୦ ମିଟର ଏୟାର ରାଇଫଲ ଟିମ୍ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଫାଇନାଲରେ ଭାରତୀୟ ଦଳ ୧ ହଜାର ୮୯୩ ଦଶମିକ ୭ ପଏଣ୍ଟ ସ୍କୋର କରି ଚୀନର ପୂର୍ବ ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ ।

Comments are closed.