ଅନୁଗୁଳ ବନଖଣ୍ଡରେ ହାତୀ ଆକ୍ରମଣରେ ୨ ମୃତ 

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ଜୀବନ ଯାଇଛି । ଅନୁଗୁଳ ବନଖଣ୍ଡରେ ଦୁଇଟି ଅଲଗା ଅଲଗା ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଶରଧାପୁରରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଛେଳିଆପଡାରେ ଆଉ ଜଣେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଦୁଇ ମୃତକ ହେଲେ ଗୁରୁ ନାଏକ ଓ ଅଇଁଠୁ ସାହୁ ।

Comments are closed.