ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କାମ କଲା କଛୁ ମୁନିହି ନ ବ୍ୟାପୀ ।
ନିଜ ଭୟଁ ଡରେଉ ମନୋଭବ ପାପୀ ॥
ସୀମ କି ଚାଁପି ସକଇ କୋଉ ତାସୁ ।
ବଡ ରଖବାର ରମାପତି ଜାସୁ ॥

ଭାବାର୍ଥ :- କିନ୍ତୁ, କାମଦେବଙ୍କର କୌଣସି କଳା କୌଶଳ ନାରଦ ମୁନିଙ୍କ ଉପରେ ପ୍ରଭାବ ପକାଇ ପରିଲା ନାହିଁ । ତେବେ ପାପୀ କାମଦେବ ନିଜର କ୍ଷତିହେବା ଭୟରେ ଡରିଗଲେ । ଲକ୍ଷ୍ମୀପତି ଭଗବାନ ବିଷ୍ଣୁ ଯାହାକୁ ରକ୍ଷା କରିଥାନ୍ତି, ତା’ର ସୁରକ୍ଷାର ସୀମାକୁ କେହି ଭେଦ କରିପାରିବେ ନାହିଁ ।

Comments are closed.