ହରାରେ: ଚତୁର୍ଥ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇ ଭାରତ ସିରିଜ କବଜା କରିଛି। ଜିମ୍ବାୱେ ପ୍ରଦତ୍ତ ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ବିନା କୌଣସି ଓ୍ବିକେଟ୍ ହରାଇ ମାତ୍ର ୧୫.୨ ଓଭରରେ ହାସଲ କରିନେଇଥିଲା। ଜୈସୱାଲ ଅପରାଜିତ ୯୩ ରନ୍ ଏବଂ ଶୁଭମାନ ଗିଲ୍ ୫୮ ରନ୍ କରି ନଟ୍ ଆଉଟ୍ ରହିଥିଲେ।
Recover your password.
A password will be e-mailed to you.
Comments are closed.