ଭାରତ ୪-୧ରେ ସିରିଜ୍ ଜିତିଲା

ହରାରେ: ଭାରତ ରବିବାର ଅନୁଷ୍ଠିତ ପଞ୍ଚମ ଟି-୨୦ରେ ଜିମ୍ବାୱେକୁ ୪୨ ରନରେ ହରାଇ ସିରିଜକୁ ୪-୧ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ୍ ହରାଇ ୧୬୭ ରନ୍ କରିଥିଲା। ଜବାବରେ ଜିମ୍ବାୱେ ୧୮.୩ ଓଭରରେ ୧୨୫ ରନରେ‌ ଅଲ୍ଆଉଟ୍ ହୋଇଯାଇଥିଲା।

Comments are closed.