॥ ଅଯୋଧ୍ୟା କାଣ୍ଡ ॥
ପିତୁ ବନଦେବ ମାତୁ ବନଦେବୀ । ମୃଗ ଚରଣ ସରୋରୁହ ସେବୀ ॥ ଅଂତହୁଁ ଉଚିତ ନୃପହି ବନବାସୂ । ବୟ ବିଲୋକି ହିୟଁ ହୋଇ ହରାଁସୂ ॥
ଭାବାର୍ଥ :- ମାତା କୌଶଲ୍ୟା ପୁଣି କହିଲେ, ବଣର ଦେବତା ତୁମର ପିତାଙ୍କ ସମାନ ହେବେ ଆଉ ବନଦେବୀ ତୁମର ମାତା ହେବେ । ବଣର ସମସ୍ତ ପଶୁପକ୍ଷୀ ତୁମର ଚରଣ ଅମଳର ସେବକ ହେବେ । ରାଜାଙ୍କ ପାଇଁ ଶେଷରେ ବନବାସରେ ଯିବା ହିଁ ଉଚିତ୍ । କେବଳ ତୁମର କୋମଳ ତରୁଣ ଅବସ୍ଥା ଦେଖି ଦୁଃଖ ଲାଗୁଛି ।
Comments are closed.