ବାଲ କାଣ୍ଡ
ମାଗହୁ ବିଦା ମାତୁ ସନ ଜାଈ । ଆଵହୁ ବେଗି ଚଲହୁ ବନ ଭାଈ ॥ ମୁଦିତ ଭଏ ସୁନି ରଘୁବର ବାନୀ । ଭୟଉ ଲାଭ ବଡ ଗଇ ବଡି ହାନୀ ॥
ଭାବାର୍ଥ :- ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ହୃଦୟରେ ଆଲିଙ୍ଗନ କରି କହିଲେ, ହେ ଭାଇ ! ଯାଅ, ମା’ଙ୍କ ଠାରୁ ଆଶିର୍ବାଦ ମାଗି ବିଦାୟ ନେଇ ଆସ ଆଉ ମୋ ସହିତ ବନବାସରେ ଚାଲ । ରଘୁକୁଳ ଶ୍ରେଷ୍ଠ ପ୍ରଭୁ ଶ୍ରୀରାମଙ୍କ ଆଜ୍ଞା ପାଇ ଭାଇ ଲକ୍ଷଣ ଆନନ୍ଦିତ ହୋଇଗଲେ । ମନେ ମନେ ଭାବିଲେ, ବହୁତ ବଡ କଷ୍ଟ ଦୂର ହୋଇଗଲା ଆଉ ବହୁତ ବଡ଼ ଲାଭ ହେଲା।
Comments are closed.