ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ପିତୃଗୃହ କବହୁଁ କବହୁଁ ସସୁରାରୀ । ରହେହୁ ଜହାଁ ରୁଚି ହୋଇ ତୁହ୍ମାରୀ ॥ ଏହି ବିଧି କରେହୁ ଉପାଧି କଦଂବା । ଫିରଇ ତ ହୋଇ ପ୍ରାନ ଅବଲଂବା ॥

ଭାଵାର୍ଥ :- ମହାରାଜ ମହାମନ୍ତ୍ରୀ ସୁମନ୍ତ୍ରଙ୍କୁ କହିଲେ, ସୀତାଙ୍କୁ ବୁଝାଇବ, କେତେବେଳେ ମା’ ଘରେ ତ ପୁଣି କେତେବେଳେ ଶଶୁରଙ୍କ ନିକଟରେ, ଯେତେବେଳେ ଯେପରି ତାଙ୍କର ଇଛା ହେବ ସେହିପରି ରହିବେ । ଏହି ପ୍ରକାରେ ନିଜ ଇଚ୍ଛାମତେ ଅନେକ ପ୍ରକାର ଉପାୟ କରିପାରିବେ । ଯଦି ସୀତା ଫେରି ଆସେ ତେବେ ମୋ’ର ପ୍ରାଣ ରକ୍ଷା ହୋଇ ବଞ୍ଚିବା ପାଇଁ ଟିକେ ସାହାରା ମିଳିଯିବ।