ସାସୁ ସସୁର ଗୁର ସେବା କରେହୁ ।
ପତି ରୁଖ ଲାଖି ଆୟସୁ ଅନୁସରେହୁ ॥
ଅତି ସନେହ ବସ ସଖୀଂ ସୟାନୀ ।
ନାରି ଧରମ ସିଖବହିଂ ମୃଦୁ ବାନୀ ॥
ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ ଶିଖାଉ ଥାଆନ୍ତି ।
Comments are closed.