ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ହୋଇ ବିବେକୁ ମୋହ ଭ୍ରମ ଭାଗା । ତବ ରଘୁନାଥ ଚରନ ଅନୁରାଗା ॥ ସଖା ପରମ ପରମାରଥୁ ଏହୁ । ମନ କ୍ରମ ବଚନ ରାମ ପଦ ନେହୂ ॥

ଭାବାର୍ଥ :- ଅନୁଭବରୁ ଯେତେବେଳେ ବିବେକ ଜାଗରଣ ହୁଏ ମୋହ ରୂପୀ ଭ୍ରମ ନଷ୍ଟ ହୋଇଯାଏ, ତେବେ ଅଜ୍ଞାନ ନଷ୍ଟ ହୁଏ ଆଉ ପ୍ରଭୁ ଶ୍ରୀ ରଘୁନାଥଙ୍କ ଶ୍ରୀଚରଣ ରେ ଭକ୍ତିର ପ୍ରେମ ହୁଏ । ହେ ସଖା ! ମନ ବଚନ ଆଉ କର୍ମରେ ପ୍ରଭୁ ଶ୍ରୀରାମଙ୍କ ଚରଣରେ ପ୍ରେମ ହୋଇଥାଏ ଆଉ ଏହାହିଁ ସର୍ବଶ୍ରେଷ୍ଠ ପରମାର୍ଥିକ ପୁରୁଷାର୍ଥ ଅଟେ।