ଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ | News Room Odisha

ଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ

ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନ ଙ୍କୁ ନିଜର ଶ୍ରଦ୍ଧା  ସମ୍ବନ୍ଧରେ କହିଛନ୍ତି-

ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି

ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି ନିମ୍ନ ଶ୍ରେଣୀର ପୂଜା ପ୍ରତି ଲୋକମାନଙ୍କର ଏତେ ଉଚ୍ଚ କୋଟୀର ଶ୍ରଦ୍ଧା ଜାତ ହୁଏ କିପରି।