ଜୁନିଅର ବିଶ୍ୱକପ୍ ହକି : ଦ୍ୱିତୀୟ ଦିନରେ ଗୋଲ୍ ବର୍ଷା ଜାରି, କୋରିଆକୁ ୧୪-୦ ଗୋଲରେ ହରାଇଲା ନେଦରଲ୍ୟାଣ୍ଡସ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିନରେ ଗୋଲ୍ ବର୍ଷା । ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଆର୍ଜେଂଟିନା ଇଜିପ୍ଟକୁ ୧୪-୦ ଗୋଲରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ବି ଗୋଲବର୍ଷା ହୋଇଛି । ଟାଇଟଲ ଦାବିଦାର ନେଦରଲ୍ୟାଣ୍ଡସ, ଦକ୍ଷିଣ କୋରିଆକୁ ୧୨-୫ ଗୋଲରେ ହରାଇଛି । ନେଦରଲାଣ୍ଡସ ପକ୍ଷରୁ ବୁକେନ ମିଲର୍ସ ସର୍ବାଧିକ ୫ଟି ଗୋଲ୍ ଦେଇଥିଲେ । କୋରିଆ ପକ୍ଷରୁ ୟୁଙ୍ଗ୍ ସେଙ୍ଗ୍ ସର୍ବାଧିକ ୩ଟି ଗୋଲ୍ ସ୍କୋର କରିଥିଲେ ।

Comments are closed.