ବିଧାନସଭା ହେବ ପେପରଲେସ, ଅନଲାଇନ ହେବ ପ୍ରଶ୍ନୋତ୍ତେର

ଭୁବନେଶ୍ୱର- ବିଧାନସଭାକୁ ପେପରଲେସ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥର ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତୋର ବ୍ୟବସ୍ଥା କରାଯିବ । ଅନଲାଇନରେ ପ୍ରଶ୍ନ ପଚାରିବେ ସବୁ ବିଧାୟକ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନାଭା ଆପ୍ ଜରିଆରେ ଅନଲାଇନ୍ କାର୍ଯ୍ୟ ହେବ । ଏଥରର ବଜେଟ୍ ମଧ୍ୟ ଅନଲାଇନରେ ହେବ ।

Comments are closed.