ଭୁବନେଶ୍ବର: ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ପାଇଁ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ମୋ ସରକାର ଓ ୫-ଟି ଯୋଜନା ଅଧିନସ୍ଥ ପ୍ରାଶାସନିକ ସ୍ୱଚ୍ଛତାକୁ ଆଗେଇ ନେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସବୁ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କ ଟ୍ୱିଟର ହ୍ୟାଣ୍ଡଲ ଯାଂଚ କରାଯାଉଛି ।
ଫିଡବ୍ୟାକ୍ ମେକାନିଜିମ୍ ବ୍ୟବସ୍ଥା ଏହା ଦ୍ୱାରା ସୁଦୃଢ ହୋଇପାରିବ । ଏହି ପଦକ୍ଷେପ ଫଳରେ ଡିଜିଟାଲ ଗଭଣ୍ଣା ର୍ନ୍ସ, ସୂଚନା ପ୍ରସାର ଓ ସାଧାରଣ ଅଭିଯୋଗର ଶୁଣାଣି ସୁସଂଗଠିତ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Taking forward @MoSarkar5T charter, all the Twitter handles of #Odisha Govt Depts & all district collectors are verified now. It will further strengthen digital governance, feedback based public service delivery, dissemination of information and grievance redressal. @EIT_Odisha pic.twitter.com/Xsxq3QJpD8
— CMO Odisha (@CMO_Odisha) August 21, 2020