ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର- ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ମାସ ୧୬ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ କରାଯାଇପାରିବ । ୧୭ ତାରିଖରେ ପ୍ରାର୍ଥିପତ୍ର ଯାଂଚ ହେବ । ଅକ୍ଟୋବର ୧୯ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୩ରେ ଉଭୟ ଆସନରେ ମତଦାନ ହେବ । ନଭେମ୍ବର ୧୦ରେ ହେବ ଭୋଟ୍ ଗଣତି ।

Comments are closed.