ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଏନକାଉଣ୍ଟର ପରେ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁରରେ ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ପାଞ୍ଚ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥି ସହ ଦିଲ୍ଲୀ ପୋଲିସ ମଧ୍ୟ ଏହି ଆତଙ୍କବାଦୀଙ୍କ ନିକଟରୁ…

ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର- ଆଜି ହେଉଛି ସଶସ୍ତ୍ର ବାହିନୀ ପତାକା ଦିବସ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସୁରକ୍ଷା ବାହିନୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶର ସମ୍ମାନ ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମ ସଶସ୍ତ୍ର ବାହିନୀର…

ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ବିକଶିତ କରୋନା ଟିକାର ଟ୍ରାଏଲ୍…

ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବାଙ୍କ ପରଲୋକ

ଭୁବନେଶ୍ୱର- ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ବିବାଦୀୟ ସୁର ବାବା ଓରଫ ସୁରେନ୍ଦ୍ରନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ଉପକଂଠ ଝିଂଟି ଶାସନରରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠା କରିଥିଲେ ସୁର ବାବା । ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ…

ପୁରୀରେ ୫-ଟି କଲେ ସେଂଟର ଆରମ୍ଭ, ଏସପିଙ୍କ ଅଫିସରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

ପୁରୀ – ଲୋକଙ୍କ ନିକଟତର ହେବା ପାଇଁ ଉଦ୍ୟମ ସ୍ୱରୂପ ପୁରୀରେ ଆରମ୍ଭ ହୋଇଛି ୫-ଟି କଲ୍ ସେଂଟର । ୨୪ ଘଂଟା ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ହୋଇପାରିବ । କଲସେଂଟର ନମ୍ବର ହେଲା -୭୬୫୩୮୯୧୯୩୦ । ଏହି ନମ୍ବରରେ ଅଭିଯୋଗକାରୀମାନେ କଲ୍ କରିପାରିବେ ଓ ହ୍ୱାଟସଆପ୍ ବି କରିପାରିବେ । ଏହି ବ୍ୟବସ୍ଥା…

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ଅଂଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ଏ ବାବଦରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଦୋକାନୀଙ୍କ ଥଇଥାନ କାମ ତ୍ୱରାନ୍ୱିତ…