Browsing Tag

2nd Dose Covid-19 Vaccine

ଟିକାର ଡବଲ ଡୋଜ୍ ପରେ ସଂକ୍ରମଣ ଆଶଙ୍କା କମ୍ ହୁଏ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଟିକା ନେଲା ପରେ କୋରୋନା ହେବ ନାହିଁ ବୋଲି ଭାବିବା ଭୁଲ୍ । ଟିକା ନେବା ପରେ ମଧ୍ୟ ସଂକ୍ରମଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ,ବିଭିନ୍ନ ଟିକା ୭୦ ରୁ ୯୦ ପ୍ରତିଶତ ମଧ୍ୟରେ କାମ କରୁଛି । ଟିକା ନେବା ଦ୍ୱାରା ଶରୀରରେ ରୋଗ…