Browsing Tag

2nd Test Win India

ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ୍ ବିଜୟ, ଇଂଲଣ୍ଡକୁ ୩୧୭ ରନରେ ହରାଇ ସିରିଜ ବରାବର କଲା ବିରାଟ ବାହିନୀ

ଚେନ୍ନାଇ - ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତ ଦ୍ୱିତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଡେବୁଟାଣ୍ଟ୍ ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ମ୍ୟାଜିକ୍ ସହାୟତାରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ବୃହତ ବିଜୟ ସହ ଭାରତ ଚାରି ମ୍ୟାଚ୍…