Browsing Tag

5G

୨୦୨୨ ସୁଦ୍ଧା ଭାରତରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ - ଦେଶରେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବ । ସଂସଦରେ ଉପସ୍ଥାପିତ ଏକ ରିପୋର୍ଟରେ ଏହା କୁହାଯାଇଛି । ୫ଜି ସେବା ଆରମ୍ଭ କରିବା ପୂର୍ବରୁ ଆଉ ଏକ ରାଉଣ୍ଡ ସ୍ପେକ୍ଟ୍ରମ ନିଲାମ ହେବ । ତେବେ ୫ଜି ସେବା ବିଳମ୍ବ ନେଇ ଷ୍ଟାଣ୍ଡିଂ କମିଟି ଟେଲି…