Browsing Tag

ACFO Death Mystery

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି – ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପୋଡି ହୋଇ ପ୍ରାଣ ହରାଇବା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଂଚ ଜେରା ଆରମ୍ଭ କରିଛି । କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ଡିଏଫଓଙ୍କୁ ଜେରା କରୁଛି ।…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜୋରଦାର, ଦୁଇ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଂଚ୍ । ଆଜି ସିଡିଏମଓ ଅଫିସ ପରିସରରେ ଦୁଇ ଡାକ୍ତରଙ୍କୁ ଜେରା କରାଯାଇଛି । ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା ଓ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚର ତଦନ୍ତ ଜୋରଦାର୍‌, ୨ ଏସିଏଫ ଓ ଦୁଇ ବନ ବିଭାଗ କର୍ମଚାରୀଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଗଲା ପରେ ପୁଣି ତନାଘନା ଆରମ୍ଭ ହୋଇଛି । ୪ ଜଣିଆ କ୍ରାଇମବ୍ରାଂଚ ଟିମ୍ ବନ ବିଭାଗର ଦୁଇ ଏସିଏଫ ଓ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଜଣେ ରୋଷେୟାଙ୍କୁ ବି ଜେରା କରାଯାଇଛି ।…

ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗିରରେ ତନାଘନା କରିବ ପୋଲିସ

ପାରଳାଖେମୁଣ୍ଡି- ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିର ଯିବ ଗଜପତି ପୋଲିସର ୫ ଜଣିଆ ଟିମ୍ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟିର ତଦନ୍ତ କରିବ ଟିମ୍ । ବଲାଙ୍ଗିରର ଏଲଟି ଭେଟ୍ରିନାରି କଲେଜରେ ପଢୁଥିଲେ ବିଦ୍ୟାଭାରତୀ । ଗତକାଲି ଏହି…

ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା

ପାରଳାଖେମୁଣ୍ଡି -ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜେରା କରାଯାଇଛି । ତଦନ୍ତକାରୀ ଅଧିକାରୀ ଓ ଏସଡିପିଓ ସଂଗ୍ରାମ କେଶରୀଙ୍କୁ ଜେରା କରିଛନ୍ତି । ଡିଏଫଓ ଓ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ…