Browsing Tag

AIIMS Bhubaneswar

ଭୁବନେଶ୍ୱର ଏମ୍ସ ଓପିଡି ଆଜି ଖୋଲିଲା, ସୀମିତ ରୋଗୀଙ୍କୁ ହିଁ ଚିକିତ୍ସା

ଭୁବନେଶ୍ୱର- ଆଜିଠାରୁ ଖୋଲିଛି ଭୁବନେଶ୍ୱର ଏମସ୍ ଓପିଡି । କୋରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଏହି ବିଭାଗ ବନ୍ଦ ଥିଲା । ଓପିଡି ଖୋଲିଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବର୍ହିବିଭାଗରେ ଦୈନିକ ୪୦ରୁ ୫୦ ରୋଗୀଙ୍କୁ…

କୋଭିଡ ଟିକାକରଣ ପାଇଁ ଭୁବନେଶ୍ୱରର ୬ଟି କେନ୍ଦ୍ର, ଏମ୍ସ ବି ସାମିଲ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କୋଭିଡ ଟିକାକରଣ ନେଇ ସୂଚନା ଦେଇଛନ୍ତି ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜଧାନୀରେ ୬ଟି ଟିକାକରଣ କେନ୍ଦ୍ର ହୋଇଛି । ଏମସକୁ ମଧ୍ୟ ଟିକାକରଣ କେନ୍ଦ୍ର ଭାବେ ସାମିଲ କରାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…