ଚେତାଇଲେ ଏମ୍ସ ନିର୍ଦ୍ଦେଶକ, ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ, ତୃତୀୟ ଲହରୀ ଲୋକଙ୍କ ଆଚରଣ ଉପରେ ନିର୍ଭର
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ କମିନଥିବା ବେଳେ ତୃତୀୟ ଲହରୀର ସମ୍ଭାବ୍ୟ ବିପଦ ମଧ୍ୟରେ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଏବେ ଶେଷ ହୋଇନାହିଁ । ତୃତୀୟ ଲହରୀ ଆସିବ ନା ନାହିଁ ତାହା…