Browsing Tag

AIIMS director Randeep Guleria

ଚେତାଇଲେ ଏମ୍‌ସ ନିର୍ଦ୍ଦେଶକ, ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ, ତୃତୀୟ ଲହରୀ ଲୋକଙ୍କ ଆଚରଣ ଉପରେ ନିର୍ଭର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ କମିନଥିବା ବେଳେ ତୃତୀୟ ଲହରୀର ସମ୍ଭାବ୍ୟ ବିପଦ ମଧ୍ୟରେ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଏବେ ଶେଷ ହୋଇନାହିଁ । ତୃତୀୟ ଲହରୀ ଆସିବ ନା ନାହିଁ ତାହା…

୬ ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର, ସତର୍କ କରାଇଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣରୁ ମୁକୁଳି ନଥିବା ଭାରତ ଉପରେ ତୃତୀୟ ଲହରୀ ବିପଦ ବଢ଼ିଲାଣି । ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ଥୟ ବୋଲି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।  ପୂର୍ବରୁ ବିଶେଷଜ୍ଞ ମଧ୍ୟ ଭାରତରେ ତୃତୀୟ ଲହରୀ ଆଶଙ୍କା ନେଇ…

ଦେଶରେ ଦ୍ରୁତ ହେଉଛି କୋରୋନାର ଦ୍ୱିତୀୟ ଲହରୀ : ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ଭୁବନେଶ୍ୱର- ଦେଶର କେତେକ ସ୍ଥାନରେ କୋରୋନାର ଦ୍ୱିତୀୟ ଲହରୀ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି । ସାମାଜିକ ଦୂରତା ପାଳନ ନ କରିବା, ମାସ୍କ ପିନ୍ଧିବା କ୍ଷେତ୍ରରେ ଢିଲା ମନୋଭାବ ପୋଷଣ ଯୋଗୁଁ ଏହି ସ୍ଥିତି…