Browsing Tag

Arnab Goswami

ଟିଆରପି ସ୍କାମ: ଦ୍ବିତୀୟ ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଟେଲିଭିଜନ ରେଟିଂ ପଏଣ୍ଟ ଜାଲିଆତି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଦ୍ୱିତୀୟ ଚାର୍ଜସିଟରେ ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ରହିଛି । ତାଙ୍କୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ମାମଲାର ଯାଞ୍ଚ୍ କରୁଥିବା ମୁମ୍ବାଇ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମାନହାନି ମାମଲା ଦାୟର କଲେ ମୁମ୍ବାଇ ଡିସିପି

ମୁମ୍ବାଇ – ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ତାଙ୍କ ପତ୍ନୀ ସାମ୍ୟବ୍ରତା ରାୟ ଗୋସ୍ୱାମୀ ଏବଂ ଉଭୟଙ୍କ ମାଲିକାନାରେ ଥିବା ଏଆରଜି ଆଉଟିଲିୟର ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ…

ହ୍ୱାଟ୍‌ସଆପ୍ ଚାଟ୍‌କୁ ନେଇ ଅର୍ଣ୍ଣବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ – ‘ବାର୍କ’ ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ସହ ତାଙ୍କର ହ୍ୱାଟ୍‌ସଆପ୍ ଚାଟ୍ ଲିକ୍ ହେବା ପରଠୁ ରିପବ୍ଳିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ପ୍ରଘଟ ହୋଇଥିବା ହ୍ୱାଟ୍‌ସଆପ୍ ବାର୍ତ୍ତଳାପ ଆଧାରରେ ମହାରାଷ୍ଟ୍ର ସରକାର ଅର୍ଣ୍ଣବଙ୍କ…

ଅର୍ଣ୍ଣବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ – ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ହ୍ୱାଟ୍‌ସଆପ୍ ଚାଟ୍ ମାମଲାରେ ମୋଦି ସରକାର ଉପରେ ଆକ୍ରମଣକୁ ଜୋରଦାର କରିଛି କଂଗ୍ରେସ । ଅର୍ଣ୍ଣବ ଓ ‘ବାର୍କ’ର ପୂର୍ତତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍ ବାର୍ତ୍ତଳାପ ଜାତୀୟ…

ଅର୍ଣ୍ଣବଙ୍କ ହ୍ୱାଟ୍‌ସଆପ୍ ଚାଟ୍‌ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଳୀ - ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ‘ବାର୍କ’ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍ ବାର୍ତ୍ତାଳାପ ଲିକ୍ ହେବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନ୍‌ାକୁ ଆସିଛି । ବାଲାକୋଟ୍ ଉପରେ ଆକ୍ରମଣ ଯୋଜନା ନେଇ ଅର୍ଣ୍ଣବଙ୍କ ପାଖରେ…

ପୁଣି ବିବାଦରେ ରିପବ୍ଲିକ ଟିଭି, ଘୃଣା ଉଦ୍ରେକକାରୀ କାର୍ଯ୍ୟକ୍ରମ ପାଇଁ ବ୍ରିଟେନ ସଂସ୍ଥା ଲଗାଇଲା ୧୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ - ଅର୍ଣ୍ଣବ ଗୋସ୍ୱାମୀଙ୍କ ରପବ୍ଲିକ ଟିଭି ପୁଣି ବିବାଦରେ ରହିଛି । ଏଥର ଏହି ଚ୍ୟାନେଲ ଉପରେ ବ୍ରିଟେନର ପ୍ରସାରଣ ନିୟାମକ ଜରିମାନା ଲଗାଇଛନ୍ତି । ଘୃଣା ଉଦ୍ରେକକାରୀ କାର୍ଯ୍ୟକ୍ରମ ପାଇଁ ଚ୍ୟାନେଲ ଉପରେ ବ୍ରିଟେନର ପ୍ରସାରଣ ନିୟାମକ ‘ଅଫିସ୍ ଅଫ୍ କମ୍ୟୁନିକେସନ୍ସ (ଅଫ୍‌କମ)’…

ଜେଲ୍ ରୁ ବାହାରିଲେ ଅର୍ଣ୍ଣବ, କହିଲେ ଲୋକଙ୍କ ବିଜୟ

ନୂଆଦିଲ୍ଲୀ – ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ବୁଧବାର ମହାରାଷ୍ଟ୍ରର ତାଲୋଜା ଜେଲରୁ ମୁକୁଳିଛନ୍ତି । ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗତ ୮ ଦିନ ଧରି ଜେଲରେ ଥିଲେ । ସୁପ୍ରିମକୋର୍ଟରୁ ଆଜି ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ…

ଅର୍ଣ୍ଣବଙ୍କୁ ଜାମିନ ମିଳିଲା

ନୂଆଦିଲ୍ଳୀ – ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶେଷରେ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଆଜି ତାଙ୍କ ଜାମିନ ଆବେଦନର…

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ

ନୂଆଦିଲ୍ଲୀ – ବମ୍ବେ ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ । ତେବେ ସେ ତଳକୋର୍ଟରେ ଜାମିନ…