Browsing Tag

Arrested

କ୍ରିକେଟ୍ ଷ୍ଟାର ରାଇନା ଗିରଫ, କୋଭିଡ୍ ନିୟମ ଭାଙ୍ଗି ପାର୍ଟି କରୁଥିଲେ

ମୁମ୍ବାଇ - ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିବା ସୁରେଶ ରାଇନା ଗିରଫ ହୋଇଛନ୍ତି । କୋଭିଡ୍ ନିୟମ ଭାଙ୍ଗିଥିବା ଅଭିଯୋଗରେ ରାଇନାଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି । ରାଇନାଙ୍କ ସମେତ ପଞ୍ଜାବୀ ପପ୍ ଗାୟକ ଗୁରୁ ରାନ୍ଧୱା ଓ ବଲିଉଡ୍ ସେଲିବ୍ରିଟି ସୁସେନ୍…