Browsing Tag

Asif Basra

ଘରୁ ମିଳିଲା ବଲିଉଡ ଅଭିନେତା ଆସିଫ ବାସ୍ରାଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ନୂଆଦିଲ୍ଲୀ - ହିମାଚଳ ପ୍ରଦେଶ ଧର୍ମଶାଳାର ଏକ ଘରୋଇ ଗେଷ୍ଟ ହାଉସରେ ଶୁକ୍ରବାର ବଲିଉଡ ଅଭିନେତା ଆସିଫ ବାସ୍ରାଙ୍କ ମୃତଦେହ ମିଳିଛି। ଖବର ପାଇ ପୋଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାସ୍ରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆସିଫଙ୍କୁ…